ବିଧାନସଭାକୁ ମୁଣ୍ଡିଆ ମାରିଲେ; ଆଉ ଆସିବେନି କହିଲେ ସୁର ରାଉତରାୟ

ଭୁବନେଶ୍ୱର: ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ଗୃହରୁ ବାହାରିବା ବେଳେ ଭାବବିହ୍ୱଳ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରି ବାହାରିଛନ୍ତି ସୁର। ଆଗକୁ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତି ନେଇଥିବାରୁ ଆଉ ବିଧାନସଭାକୁ ଆସିବେ ନାହିଁ ବୋଲି କହିଛନ୍ତି। ଏଥିପାଇଁ ଗୃହକୁ ମୁଣ୍ଡିଆ ମାରି ବିଦାୟ ନେଇଛନ୍ତି। ୧୯୭୭ରେ ପ୍ରଥମ ଥର ବିଧାୟକ ହୋଇ ବିଧାନସଭାକୁ ଆସିଥିଲେ। ସବୁବେଳେ ଜଟଣୀ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ସ୍ୱର … Continue reading ବିଧାନସଭାକୁ ମୁଣ୍ଡିଆ ମାରିଲେ; ଆଉ ଆସିବେନି କହିଲେ ସୁର ରାଉତରାୟ