ଚାକିରି ପାଇଁ ଜମି ମାମଲା – ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଓ ୨ ଝିଅଙ୍କୁ ଜାମିନ

ଡେସ୍କ: ରେଳବାଇର ଚାକିରି ପାଇଁ ଜମି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଏବଂ ତାଙ୍କ ଝିଅ ମୀସା ଭାରତୀ ଓ ହେମା ଯାଦବଙ୍କୁ ଦିଲ୍ଲୀର ଏକ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ରାବଡି ଦେବୀଙ୍କ ସନ୍ତାନଙ୍କ ମଧ୍ୟରେ ସବୁଠୁ ବଡ଼ ମିସା ଭାରତୀ ବିହାରରୁ ରାଜ୍ୟସଭା ସାଂସଦ ଅଛନ୍ତି। କୃଷି ଭବନ ପରିଦର୍ଶନ କଲେ, ୨ ଜଣ ସଫଳ କୃଷକଙ୍କ ସହ କଥା ହେଲେ ବିଲ୍ … Continue reading ଚାକିରି ପାଇଁ ଜମି ମାମଲା – ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଓ ୨ ଝିଅଙ୍କୁ ଜାମିନ