ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଟକାଇଲେ ମହିଳା
ଭୁବନେଶ୍ବର : ଭୁବନେଶ୍ବର ରସୁଲଗଡ ଛକରେ ଅଚାନକ ଜଣେ ମହିଳା ଚାଲିଆସିବାରୁ କିଛି ସମୟ ପାଇଁ ଅଟକି ରହିଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାରକେଡ୍ । ମହିଳାଙ୍କୁ ପୁଲିସ ବୁଝାସୁଝା କରି ହଟାଇବା ପରେ କାରକେଡ୍ ପୁଣି ଯାତ୍ରା କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି କଟକଣା ଜାରି କରାଯାଇଥିଲା । ଅନ୍ୟ ଗାଡିଗୁଡିକୁ କିଛି ସମୟ ଅଟକି ରହିବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ଏହି ସମୟରେ ଉକ୍ତ … Continue reading ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଟକାଇଲେ ମହିଳା
Copy and paste this URL into your WordPress site to embed
Copy and paste this code into your site to embed