‘ଆଇ ଆମ୍ ସରି ପାପା..’ ୮ମ ମହଲାରୁ ଡେଇଁ ପଡିଲେ ଯୁବତୀ

ଇନ୍ଦୌର: ମଧ୍ୟପ୍ରଦେଶର ଇନ୍ଦୌର ସହରରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ଅଷ୍ଟମ ମହଲାରୁ କୁଦି ଆତ୍ମହତ୍ୟା କରିଛନ୍ତି । ମୃତକ ୩୭ ବର୍ଷୀୟା ସୁରଭି ଜୈନ ବୋଲି ଜଣା ପଡିଛି । ଆତ୍ମହତ୍ୟା ପୂର୍ବରୁ ସେ ନିଜ ପିତାଙ୍କୁ ଭାବୁକ ସୁଇସାଇଡ୍ ନୋଟ୍ ଲେଖିଥିଲେ । କହିରଖୁଛୁ ସୁରଭି ଟିସିଏସ୍ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଥିଲେ । ଘଟଣାଟି ଇନ୍ଦୌରର ବିଜୟ ନଗର ଅଞ୍ଚଳରେ ଘଟିଛି । ସୁରଭି ଜୈନ ନିଜ … Continue reading ‘ଆଇ ଆମ୍ ସରି ପାପା..’ ୮ମ ମହଲାରୁ ଡେଇଁ ପଡିଲେ ଯୁବତୀ