ଭାଇ-ଭଉଣୀ ଝଗଡାକୁ ନେଇ ଭଉଣୀର ଆତ୍ମହତ୍ୟା

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ  ଭାଇ ଭଉଣୀ ମଧ୍ୟରେ ଝଗଡାକୁ ନେଇ ଭଉଣୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଭାଇ ଭଉଣୀ ମଧ୍ୟରେ ଝଗଡାକୁ ନେଇ ଭଉଣୀଜଣଙ୍କ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ରାଳବ ଗ୍ରାମର ରଶ୍ମିତା ମହାରଣା ବୋଲି ସୂଚନା ମିଳିଛି । ରାଳବ ତ୍ରିପତି ନଗର ପ୍ରଥମ ଗଳିରେ ମୃତ ରଶ୍ମିତାଙ୍କ ବାପ ଘର ହୋଇଥିବାବେଳେ … Continue reading ଭାଇ-ଭଉଣୀ ଝଗଡାକୁ ନେଇ ଭଉଣୀର ଆତ୍ମହତ୍ୟା