ଅଶାନ୍ତ ଲଦାଖ: ୨୧ ଦିନ ପରେ ଅନଶନ ଶେଷ କଲେ ସୋନମ ୱାଙ୍ଗଚୁକ୍, ସରକାର ଚୁପ

ଡେସ୍କ: ଲଦାଖର ସାମାଜିକ କର୍ମୀ ମଙ୍ଗଳବାର (ମାର୍ଚ୍ଚ ୨୬) ଦିନ ତାଙ୍କର ୨୧ ଦିନିଆ ‘ଅନଶନ’ର ଅନ୍ତ ଘଟାଇ ଏହି ଅନଶନ ପାଇଁ ଅନ୍ୟ ଗୋଷ୍ଠୀକୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ନାଗରିକ ଗୋଷ୍ଠୀମାନେ ସେମାନଙ୍କ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅନଶନ ଜାରି ରଖିବେ। ଖସିଲା ସୁନା-ରୂପା ଦାମ୍, ଜାଣନ୍ତୁ କେତେ… ଅନଶନ ଶେଷରେ ଏକ ଭିଡିଓ ବାର୍ତ୍ତାରେ ୱାଙ୍ଗଚୁକ୍ କହିଛନ୍ତି, ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରଥମ ପର୍ଯ୍ୟାୟ ସରିଥିଲେ ମଧ୍ୟ ଅନଶନ ଶେଷ ହୋଇନାହିଁ। … Continue reading ଅଶାନ୍ତ ଲଦାଖ: ୨୧ ଦିନ ପରେ ଅନଶନ ଶେଷ କଲେ ସୋନମ ୱାଙ୍ଗଚୁକ୍, ସରକାର ଚୁପ