ଥରେ ଚାର୍ଜ କଲେ ୧୪୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ ମୋପେଡ୍, ଦାମ୍ ମାତ୍ର…

ନୂଆଦିଲ୍ଲୀ : ଦେଶର ପପୁଲାର ଦୁଇଚକିଆ ଗାଡି ନିର୍ମାତା କମ୍ପାନୀ କୋମାକି ପୁଣି ଥରେ ନିଜ ଉତ୍ପାଦ ଭାରତୀୟ ବଜାରକୁ ନେଇଆସିଛି । କମ୍ପାନୀ ଖାସ୍ କରି ଛୋଟ ବ୍ୟାପାରୀଙ୍କ ପାଇଁ କୋମାକି କ୍ୟାଟ୍ ୨.୦ ଏନଏକ୍ସଟି ଲଞ୍ଚ୍ କରିଦେଇଛି । ଏହା ଏକ ଇଲେକ୍ଟ୍ରିକ୍ ମୋପେଡ୍ ଯାହା ୩୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇପାରିବ । କମ୍ପାନୀ ଏହି ଇଲେକ୍ଟ୍ରିକ୍ ମୋପେଡକୁ ନୂଆ ଫିଚର୍ସ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ବଜାରକୁ ନେଇଆସିଛି । ଏହି … Continue reading ଥରେ ଚାର୍ଜ କଲେ ୧୪୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ ମୋପେଡ୍, ଦାମ୍ ମାତ୍ର…