ବାଏ ୱାନ୍‌ ଗେଟ୍‌ ୱାନ୍‌ ଅଫର୍‌; ଲଞ୍ଚ ହେଲା ଏହି ଇଲେକ୍ଟ୍ରିକ୍‌ ସ୍କୁଟର, ଦାମ୍‌ ଲକ୍ଷେ ଟଙ୍କାରୁ ବି କମ୍‌

ନୂଆଦିଲ୍ଲୀ : ଏପର୍ଯ୍ୟନ୍ତ ଆପଣ ସଉଦା, ପ୍ରସାଧନ ସାମଗ୍ରୀ କିମ୍ବା ପୋଷାକରେ ବାଏ ୱାନ୍‌ ଗେଟ୍‌ ୱାନ୍‌ ଅଫର୍‌ ବିଷୟରେ ନିଶ୍ଚୟ ଶୁଣିଥିବେ । ମାତ୍ର ଏଭଳି ହିଁ ଏକ ଅଫର୍‌ ଏବେ ଇଲେକ୍ଟ୍ରିକ୍‌ ସ୍କୁଟରେ ମଧ୍ୟ ମିଳୁଛି । komaki x3 electric scooter (କୋମାକୀ ଇଲେକ୍ଟ୍ରିକ୍‌ ସ୍କୁଟର) ଆଜି ଅର୍ଥାତ୍‌ ମାର୍ଚ୍ଚ ୪ରେ ନିଜର ନୂଆ ଏକ୍ସ୩ ଇଲେକ୍ଟ୍ରିକ୍‌ ସ୍କୁଟର ସିରିଜ୍‌କୁ ଲଞ୍ଚ କରିଛି । ଯାହାର ଦାମ୍‌ ୫୨,୯୯୯ ଟଙ୍କାରୁ ଆରମ୍ଭ ହେଉଛି। … Continue reading ବାଏ ୱାନ୍‌ ଗେଟ୍‌ ୱାନ୍‌ ଅଫର୍‌; ଲଞ୍ଚ ହେଲା ଏହି ଇଲେକ୍ଟ୍ରିକ୍‌ ସ୍କୁଟର, ଦାମ୍‌ ଲକ୍ଷେ ଟଙ୍କାରୁ ବି କମ୍‌