ଆର ଜି କର ମେଡିକାଲ କଲେଜ ମାମଲା ;ଜୁନିୟର ଡାକ୍ତରଙ୍କ ପଦଯାତ୍ରା..

ସମାଜ ଡିଜିଟାଲ ଡେସ୍କ : କଲକାତାର ଆର ଜି କର ମେଡିକାଲ କଲେଜ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଜୁନିୟର ଡାକ୍ତରମାନେ ସିବିଆଇ କାର୍ଯ୍ୟାଳୟ ସିଜିଓ କମ୍ପ୍ଲେକ୍ସ ଠାରୁ ସ୍ବାସ୍ଥ୍ୟ ଭବନ ସଲ୍ଟଲେକ୍ ପର୍ଯ୍ୟନ୍ତ ବୁଧବାର ବିକ୍ଷୋଭ ପଦଯାତ୍ରା କରିଛନ୍ତି। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ବିକ୍ଷୋଭକାରୀମାନେ ଘୋଷଣା କରିଛନ୍ତି। ଆନ୍ଦୋଳନକାରୀମାନେ ପ୍ଲା କାର୍ଡ ଧରି ପ୍ରତିବାଦ କରିବା ସହ ସ୍ବାସ୍ଥ୍ୟ ଭବନକୁ ପ୍ରତିନିଧି ଦଳ ଯାଇ ସ୍ମାରକ … Continue reading ଆର ଜି କର ମେଡିକାଲ କଲେଜ ମାମଲା ;ଜୁନିୟର ଡାକ୍ତରଙ୍କ ପଦଯାତ୍ରା..