ଏମିତି ବନ୍ଦ କରନ୍ତୁ କ୍ରେଡିଟ୍ କାର୍ଡ, ନଚେତ୍ ହଇରାଣରେ ପଡିବେ

ନୂଆଦିଲ୍ଲୀ : ଦେଶରେ କ୍ରେଡିଟ୍ କାର୍ଡ ବ୍ୟବହାର ଲଗାତର ବଢିବାରେ ଲାଗିଛି । ଆଜି କାଲି ଅନେକ ଅନଲାଇନ୍ ସପିଂ ଡେବିଟ୍ କାର୍ଡ ଅପେକ୍ଷା ଅଧିକ କ୍ରେଡିଟ୍ କାର୍ଡରେ ହିଁ ହେଉଛି । ରିଜର୍ଭ ବ୍ୟାଙ୍କର ଜାନୁୟାରୀରେ ଜାରି ରିପୋର୍ଟରେ କୁହାଯାଇଛି କି ଦେଶରେ ପ୍ରାୟ ୧୦ କୋଟି କ୍ରେଡିଟ କାର୍ଡ ସକ୍ରିୟ ଅଛି । ଅନ୍ୟପଟେ ପ୍ରତି ବର୍ଷ ପ୍ରାୟ ଲକ୍ଷ ଲକ୍ଷ କ୍ରେଡିଟ୍ କାର୍ଡ ବନ୍ଦ ମଧ୍ୟ ହୋଇଥାଏ । ଏବେ ପ୍ରଶ୍ନ ଉଠୁଛି … Continue reading ଏମିତି ବନ୍ଦ କରନ୍ତୁ କ୍ରେଡିଟ୍ କାର୍ଡ, ନଚେତ୍ ହଇରାଣରେ ପଡିବେ