କିସ୍‍ ବିଶ୍ୱବିଦ୍ୟାଳୟକୁ ମିଳିଲା ନାକ୍‍ ‘ଏ’ ଗ୍ରେଡ଼ ମାନ୍ୟତା

ଭୁବନେଶ୍ବର: କିସ୍‍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍‍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ପ୍ରଦାନ କରାଯାଇଛି। କିସ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇଛି। ଦେଶର କୌଣସି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପ୍ରଥମ ଥରରେ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇବା କ୍ଷେତ୍ରରେ କିସ୍‍ ବିଶ୍ୱବିଦ୍ୟାଳୟ ହେଉଛି ପ୍ରଥମ ଶିକ୍ଷାନୁଷ୍ଠାନ। ୨୦୧୭ ମସିହାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କିସ୍‍କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଥିଲା। Related Posts … Continue reading କିସ୍‍ ବିଶ୍ୱବିଦ୍ୟାଳୟକୁ ମିଳିଲା ନାକ୍‍ ‘ଏ’ ଗ୍ରେଡ଼ ମାନ୍ୟତା