ଭିଡିଓ ଦେଖିଲେ ଭୟ ଲାଗିବ ; ଶୋଇବା ରୁମ୍‌ରେ ଫଣା ଟେକି ରହିଲା ବିରାଟକାୟ ଅହିରାଜ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ ଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । କେତେକ ସମୟରେ ସାପର ଅନେକ ଭିଡିଓ ଆସିଥାଏ । ଯାହାକୁ ଲୋକେ ବାରମ୍ବାର ଦେଖିବା ସହ ସଭିଁଙ୍କ ଧ୍ୟାନକୁ ଏହା ଆକର୍ଷିତ କରିଥାଏ । ଦେଶ ତଥା ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉଛି । ମୌସୁମୀ ମଧ୍ୟ ପାଖେଇ ଆସିଲାଣି । ବର୍ଷା ହେଲେ ମୁଖ୍ୟତଃ … Continue reading ଭିଡିଓ ଦେଖିଲେ ଭୟ ଲାଗିବ ; ଶୋଇବା ରୁମ୍‌ରେ ଫଣା ଟେକି ରହିଲା ବିରାଟକାୟ ଅହିରାଜ