କେନ୍ଦୁଝରଗଡ଼: ମଦ ପାଇଁ ଟଙ୍କା ନେଇ ଫେରସ୍ତ ନକରିବାରୁ ଯୁବକକୁ ଘରୁ ଡାକି ଅତି ନୃଶଂସ ଭାବେ ହତ୍ୟା କରିବା ଘଟଣା କେନ୍ଦୁଝର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାଶୀପୁର ଗ୍ରାମର ଅକ୍ଷୟ ନାଏକ (୩୦) କାଶୀପୁର ମୁଣ୍ଡା ସାହିର କିରଣ ମୁଣ୍ଡା ଠାରୁ ମଦ ଆଣିବା ପାଇଁ ୫୦୦ଟଙ୍କା ନେଇ ମାତ୍ର ୨୦ଟଙ୍କାର ମଦ ଆଣି ବାକି ଟଙ୍କା ଫେରସ୍ତ କରିନଥିଲା। ଅକ୍ଷୟ ବୁଧବାର ରାତ୍ରିଭୋଜନ ପରେ ଶୋଇଥିବା ବେଳେ ରାତି ପ୍ରାୟ ୯ଟାରେ କିରଣ … Continue reading ଯୁବକକୁ ହତ୍ୟା, ଜଣେ ଅଟକ
Copy and paste this URL into your WordPress site to embed
Copy and paste this code into your site to embed