ଭିଡିଓରେ ଦେଖନ୍ତୁ ; ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର

କେନ୍ଦ୍ରାପଡା : ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର। ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଗଜରାଜପୁର ଗାଁର ଧରଣୀ ବରାଳଙ୍କ ପୋଖରୀରେ କୁମ୍ଭୀର ରହୁଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ପୂର୍ବରୁ ଖବର ଦେଇଥିଲେ।। ମାତ୍ର ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ପାରିନଥିଲା।  ୧୪ ତାରିଖ ଶନିବାର ସକାଳୁ କୁମ୍ଭୀରଟି ଧରଣୀଙ୍କ ପୋଖରୀରୁ ବାହାରି ପାଖରେ ଥିବା ଅନ୍ୟ ଏକ ପୋଖରୀକୁ ଯାଉଥିବା ସମୟରେ ଗାଁରେ ଜଣେ ଯୁବକ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲା। ଗାଁ ଲୋକେ … Continue reading ଭିଡିଓରେ ଦେଖନ୍ତୁ ; ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର