ଆଜି ଇଡି ସାମ୍ନାରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ୍ , କହିଲେ ସମନ ବେଆଇନ୍

ନୂଆଦିଲ୍ଲୀ: ଇଡି ସମନରେ ସୋମବାର ହାଜର ହେବେନି ଦିଲ୍ଲୀ ମୁକ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା  ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଇଡି ପକ୍ଷରୁ ସମନ ପଠାଯାଇଥିଲା। ଇଡିର ସମନକୁ ପୁଣି ବେଆଇନ କହି ପ୍ରତ୍ୟାଖ୍ୟାନ କରିଛି ଆପ୍। ଗତ ୧୭ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ଦୁଇଟି ସମନ ଜାରି କରାଯାଇଥିଲା। ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ଭାବେ ସମନ … Continue reading ଆଜି ଇଡି ସାମ୍ନାରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ୍ , କହିଲେ ସମନ ବେଆଇନ୍