ହାଜର ହେଉନାହାନ୍ତି କେଜ୍ରିୱାଲ, ଅଦାଲତରେ ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପାଞ୍ଚଥର ସମନ୍‌ ଜାରି କରାଯାଇଥିଲେ ସୁଦ୍ଧା ସେ ବାରମ୍ବାର ଏହାକୁ ଏଡାଇ ଯାଉଛନ୍ତି। ଫେବୃଆରୀ ୨ (ଶୁକ୍ରବାର) ହାଜର ହେବାକୁ ପଞ୍ଚମ ଥର ନୋଟିସ ଦିଆଯାଇଥିବା ସତ୍ତ୍ବେ କେଜରିୱାଲ ଏହାକୁ ଅମାନ୍ୟ କରିଛନ୍ତି। ଫଳରେ ଇଡି ପକ୍ଷରୁ ଶନିବାର ସ୍ଥାନୀୟ ରୋଜ ଏଭିନ୍ୟୁ ଅଦାଲତରେ ପିଟିସନ ଦାଏର କରାଯାଇଛି। ବିଚାରପତି ଶନିବାର ଏହାର ଶୁଣାଣି ଆରମ୍ଭ କରିଥିବାବେଳେ ପରବର୍ତ୍ତୀ … Continue reading ହାଜର ହେଉନାହାନ୍ତି କେଜ୍ରିୱାଲ, ଅଦାଲତରେ ଇଡି