କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ମନ୍ତବ୍ୟ, ତୀବ୍ର ସମାଲୋଚନା କଲା ଭାରତ

ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ଉପରେ ଜର୍ମାନ ମନ୍ତ୍ରଣାଳୟ ଦେଇଥିବା ମନ୍ତବ୍ୟକୁ ଭାରତ ତୀବ୍ର ସମାଲୋଚନା କରିଛି। ଭାରତର ଆଭ୍ୟନ୍ତରୀଣ ମାମଲାରେ ମନ୍ତବ୍ୟ ଦେବା ନେଇ କେନ୍ଦ୍ର ସରକାର ଜର୍ମାନ ଦୂତାବାସର ଉପ ପ୍ରମୁଖଙ୍କୁ ଡକାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜର୍ମାନୀର ରାଜଦୂତଙ୍କ ନିକଟରେ ତୀବ୍ର ପ୍ରତିବାଦ ଜଣାଇଛି। ୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜର୍ମାନ ବିଦେଶ ମନ୍ତ୍ରାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ … Continue reading କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ମନ୍ତବ୍ୟ, ତୀବ୍ର ସମାଲୋଚନା କଲା ଭାରତ