୬ ବର୍ଷର ଶିଶୁକୁ ନାଳକୁ ଫିଙ୍ଗିଲା ମାଆ ; କୁମ୍ଭୀର ମୁହଁରୁ ମିଳିଲା ମୃତଦେହ

ବେଙ୍ଗାଲୁରୁ : କର୍ଣ୍ଣାଟକର ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ଯୁକ୍ତି ତର୍କ ହେବା ପରେ ସେ ନିଜର ୬ ବର୍ଷର ଶିଶୁ ପୁତ୍ରକୁ ନାଳକୁ ଫିଙ୍ଗି ଦେବା ଘଟଣା ହଇଚଇ ସୃଷ୍ଟି କରିଛି। ଏହି ଘଟଣା ପରେ ଶିଶୁକୁ ଖୋଜାଖୋଜି କରିବା ପାଇଁ ଉଦ୍ଧାରକାରୀ ଦଳ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ଶିଶୁର ମୃତଦେହକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ। ଶିଶୁ ଶରୀରର କିଛି … Continue reading ୬ ବର୍ଷର ଶିଶୁକୁ ନାଳକୁ ଫିଙ୍ଗିଲା ମାଆ ; କୁମ୍ଭୀର ମୁହଁରୁ ମିଳିଲା ମୃତଦେହ