ଧରାପଡ଼ିଲା ୩ ବାଇକ ଚୋର ଗ୍ୟାଙ୍ଗ, ୪ ଚୋରା ବାଇକ ଉଦ୍ଧାର 

କଣ୍ଟାବାଞ୍ଜି: ଆଜି ସନ୍ଧ୍ୟାରେ କଣ୍ଟାବାଞ୍ଜି ପୁଲିସ ଏସଡ଼ିପି ଓ ଗୌରାଙ୍ଗ ଚରଣ ସାହୁ, ଏକ ଖବରଦାତା ସମ୍ମିଳନୀରେ ଏକ ବାଇକ ଚୋର ଗ୍ୟାଙ୍ଗର ପର୍ଦାଫାଶ କରିଛନ୍ତି। ତୁରେକେଲା ଥାନା ଅଞ୍ଚଳରେ ଗତ ୧୩ଏପ୍ରିଲ ତାରିଖରେ ସେମଲା ଗାଁର ବ୍ୟବସାୟୀ ଖଗେଶ୍ୱର ମେହେର ତୁରେକେଲା ବଜାରକୁ ଆସି ନିଜ ବାଇକ ରଖି ଥିବା ବେଳେ, ତାଙ୍କର ବାଇକ ଚୋରି ହୋଇ ଯାଇଥିବା ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ ପରେ ଏକ ଟିମ … Continue reading ଧରାପଡ଼ିଲା ୩ ବାଇକ ଚୋର ଗ୍ୟାଙ୍ଗ, ୪ ଚୋରା ବାଇକ ଉଦ୍ଧାର