୬୦ ବର୍ଷରେ ବି ଦେଖାଯିବେ ୨୫ ବର୍ଷ ; ଯୁବା ଦେଖାଯିବାର ଲୋଭ ଦେଖାଇ ୩୫ କୋଟି ଟଙ୍କା ଚୁନ ଲଗାଇଲେ ଦମ୍ପତି..

କାନପୁର:ସବୁବେଳେ ଯୁବା ଦେଖାଯିବାକୁ ଚାହୁଁଛନ୍ତି କି? ୬୦ ବର୍ଷ ବ୍ୟକ୍ତି ବିଶେଷଙ୍କ ମନରେ ପୁଣି ଥରେ ୨୫ ବର୍ଷ ଭଳି ଦେଖାଯିବାର ଲୋଭ ଆଣି ଠକିଛନ୍ତି ଦମ୍ପତି। ଉତ୍ତରପ୍ରଦେଶର କାନପୁରରେ ଏକ ଦମ୍ପତି ଲୋକଙ୍କୁ ଯୁବା ଦେଖାଯିବାର ଲୋଭ ଦେଖାଇ କୋଟି କୋଟି ଟଙ୍କାର ଚୁନ ଲଗାଇଛନ୍ତି । ପ୍ରାୟ ଜଣଙ୍କ ପିଛା ୯୦ ହଜାର ଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ନେଇଥିବା ଜଣାପଡିଛି । ଦଶହରାରେ ୨ ରାଜଯୋଗ ସହ ଅଦ୍ଭୁତ ସଂଯୋଗ; … Continue reading ୬୦ ବର୍ଷରେ ବି ଦେଖାଯିବେ ୨୫ ବର୍ଷ ; ଯୁବା ଦେଖାଯିବାର ଲୋଭ ଦେଖାଇ ୩୫ କୋଟି ଟଙ୍କା ଚୁନ ଲଗାଇଲେ ଦମ୍ପତି..