ରାହୁଲ ଗାନ୍ଧୀଙ୍କ ମାନସିକତା ଭାରତ ବିରୋଧୀ- କଙ୍ଗନା

ମୁମ୍ବାଇ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ସେନା ଓ ଭାରତ-ସୀମା ବିବାଦରେ ଦେଇଥିବା ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ଏହାର ଭର୍ତ୍ସନା କରିଛନ୍ତି । ସର୍ବୋଚ୍ଚନ୍ୟାୟାଳୟ ଗଭୀର ଅସନ୍ତୁଷ୍ଟ ହେବା ପରେ ବିଜେପି ସାଂସଦ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାବତ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । କଙ୍ଗନା ରାହୁଲ ଗାନ୍ଧୀଙ୍କ ଉପରେ ‘ଦେଶ ବିରୋଧୀ ଚିନ୍ତାଧାରା’ ଓ ‘ଶତ୍ରୁ ଦେଶକୁ ସହଯୋଗ କରିବା’ ନେଇ ଅଭିଯୋଗ କରିଛନ୍ତି । ଜାଣନ୍ତୁ … Continue reading ରାହୁଲ ଗାନ୍ଧୀଙ୍କ ମାନସିକତା ଭାରତ ବିରୋଧୀ- କଙ୍ଗନା