କାମଦା ଏକାଦଶୀ: ପ୍ରଭୁଙ୍କୁ କେଉଁ ଭୋଗ ଅର୍ପଣ କଲେ ଦୂର ହେବ ଟଙ୍କା ଅଭାବ, ଜୀବନରେ ହେବ ଖୁସିର ଆଗମନ..
ଏକାଦଶୀ ତିଥିର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିରେ କାମଦା ଏକାଦଶୀ ବ୍ରତ ପାଳନ କରାଯାଏ। ଚଳିତ ବର୍ଷ ଏହି ତିଥି ୧୯ ଏପ୍ରିଲରେ। ଏହି ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ସହ ବ୍ରତ ପାଳନ କରିବାର ନିୟମ ରହିଛି। ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା ଜୀବନରେ ଖୁସିର ଆଗମନ ହୋଇଥାଏ। ଏହି ଦିନ ପୂଜା କରିବା ପରେ ଭଗବାନଙ୍କ ନିକଟରେ କିଛି … Continue reading କାମଦା ଏକାଦଶୀ: ପ୍ରଭୁଙ୍କୁ କେଉଁ ଭୋଗ ଅର୍ପଣ କଲେ ଦୂର ହେବ ଟଙ୍କା ଅଭାବ, ଜୀବନରେ ହେବ ଖୁସିର ଆଗମନ..
Copy and paste this URL into your WordPress site to embed
Copy and paste this code into your site to embed