ହାଇୱା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଓ କଲୋନରା ବ୍ଲକରେ ହାଇୱା ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ହାଇୱାଟି ରାୟଗଡାରୁ ଦ୍ରୁତଗତିରେ ଆସୁଥିବା ବେଳେ କଲୋନରା ବ୍ଲକ ଗାଡି ଶେଷଖାଲ ପଞ୍ଚାୟତର କାଲିଟିଗୁଡା ଓ ରିଭଲକଣା ମଝି କାଜୁବାଡ଼ ଭିତରେ ପଶି ଗଛରେ ପିଟି ହୋଇଥିଲା। ଫଳରେ ଚାଳକ ଓ ହେଲପର ଗାଡ଼ିରେ ଚାପି ହୋଇ ଯାଇଥିଲେ। ଏହାକୁ ସ୍ଥାନୀୟ ଲୋକ ଦେଖି ଚାଳକ ଓ ହେଲପରକୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା … Continue reading ହାଇୱା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ
Copy and paste this URL into your WordPress site to embed
Copy and paste this code into your site to embed