୭୫ତମ ବନମହୋତ୍ସବ ସପ୍ତାହ ପାଳିତ

କଲ୍ୟାଣସିଂହପୁର: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାୟଗଡା ବନଖଣ୍ଡ ନିର୍ଦ୍ଦେଶରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର ଆରେଗେଣ୍ଡା ଗାଁ ପାଖ ଜଙ୍ଗଲରେ ୭୫ତମ ବନମହୋତ୍ସବ ପାଳନ କରାଯାଇଛି । କାଜୁ, କରଞ୍ଜ, ଶିଶୁ, ତେନ୍ତୁଳି, ବାଦାମ, ନିମ୍ବ, ଶିତାଫଳ, ଅଁଳା ଭଳି ମୂଲ୍ୟବାନ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ବନପାଳ ପ୍ରଦୀପ ଜେନା … Continue reading ୭୫ତମ ବନମହୋତ୍ସବ ସପ୍ତାହ ପାଳିତ