ବସୁଧା ଯୋଜନା ପାଣି ଟାଙ୍କି କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଆଦର୍ଶ ଗ୍ରାମ ଏକ ନମ୍ବର ୱାର୍ଡ ବଡଦୁଆର ସାହିର ଶେଷ ଭାଗରେ ବସୁଧା ଯୋଜନାରେ ନିର୍ମିତ ପାଣି ଟାଙ୍କି କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହା ୫୦ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ହୋଇଥିବାବେଳେ ଟାଙ୍କି ଚତୁଃପାର୍ଶ୍ୱରେ ହୋଇଥିବା ପାଚେରୀ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଓ ଟାଙ୍କିର ଉପରି ଭାଗରେ ଫିନିସିଙ୍ଗ୍ ନକରି ଚୂନ ମାରି ଘୋଟାଲା … Continue reading ବସୁଧା ଯୋଜନା ପାଣି ଟାଙ୍କି କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ