ପରଦାକୁ ଆସିଲା ‘କଳ୍କି ୨୮୯୮ ଏଡି’: ଜାଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି ଦର୍ଶକ

ମୁମ୍ବଇ: ବର୍ଷ ୨୦୨୪ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ଗୁରୁବାର ମୁକ୍ତିଲାଭ କରିଛି। ଅମିତାଭ ବଚ୍ଚନ, ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏକ୍ସରେ ଲୋକେ ଆଜି ହିଁ ଏହି ଚଳଚ୍ଚିତ୍ରକୁ ବ୍ଲକବଷ୍ଟର ଘୋଷଣା କରି ଦେଇଛନ୍ତି। ଏପରିକି କିଛି ଦର୍ଶକ ପ୍ରଭାସଙ୍କୁ ସମଗ୍ର ଦୁନିଆର ସର୍ବୋତ୍ତମ ତାରକା ବୋଲି କହିଛନ୍ତି। ଦକ୍ଷିଣ ଭାରତରେ ଦର୍ଶକମାନେ ସକାଳ ୪ଟାରୁ ଏହି ଚଳଚ୍ଚିତ୍ର ଦେଖୁଛନ୍ତି। ‘କଳ୍କି ୨୮୯୮ ଏଡି’ … Continue reading ପରଦାକୁ ଆସିଲା ‘କଳ୍କି ୨୮୯୮ ଏଡି’: ଜାଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି ଦର୍ଶକ