ଜୁନ ୧ ତାରିଖରୁ ଏହି ରାଶିଙ୍କର ଲାଗିବ ଲଟେରୀ – ଖୋଲିବ ଉନ୍ନତିର ଦ୍ୱାର

ବୈଦିକ ଜ୍ୟୋତିଷ ଅନୁସାରେ ମଙ୍ଗଳଗ୍ରହ ଜୁନ୍‌ ଏକ ତାରିଖରୁ ଗୁରୁଙ୍କର ରାଶି ତ୍ୟାଗ କରି ସ୍ୱ ରାଶି ବା ନିଜର ରାଶି ମେଷରେ ପ୍ରବେଶ କରିବେ । ମଙ୍ଗଳ ଇଚ୍ଛା ଶକ୍ତିର ଗ୍ରହ । ଲାଲ୍‌ ଗ୍ରହ ମଙ୍ଗଳଙ୍କୁ ଆକ୍ରାମକ ଗ୍ରହ କୁହାଯାଇଥାଏ । ନିଜ ରାଶିରେ ମଙ୍ଗଳ ପ୍ରବେଶ କଲେ ଆହୁରି ଶକ୍ତିଶାଳୀ ହୋଇଯିବେ । ମେଷ ରାଶିର ବ୍ୟକ୍ତି ଦୃଢ ଇଚ୍ଛା ଶକ୍ତିର ସହ କିଛି ନୂଆ କାମ କରିବା ପାଇଁ ଆଗେଇ ଯିବେ … Continue reading ଜୁନ ୧ ତାରିଖରୁ ଏହି ରାଶିଙ୍କର ଲାଗିବ ଲଟେରୀ – ଖୋଲିବ ଉନ୍ନତିର ଦ୍ୱାର