ଲାଇଭ୍ ଭିଡିଓ କରି ଆତ୍ମହତ୍ୟା କଲେ ସାମ୍ବାଦିକା

ଭୁବନେଶ୍ବର : ସାମାଜିକ ଗଣମାଧ୍ୟମରେ ଲାଇଭ୍ ଭିଡିଓ କରିବା ପରେ ଜୀବନ ହାରିଲେ ସାମ୍ବାଦିକା । ବାପୁଜୀନଗର ନିକଟ ଟ୍ରେନ୍ ଲାଇନ୍ କଡରୁ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ସାମ୍ବାଦିକାଙ୍କ ନାଁ ମଧୁସ୍ମିତା ବୋଲି ଜଣା ପଡିଛି । ସେ ଏକ ଓ୍ବେବ ଚ୍ୟାନେଲରେ କାମ କରନ୍ତି ।  ୫ ମାସ ତଳେ ସେ ପ୍ରେମ ବିବାହ କରିଥିଲେ । ତେବେ ଅନ୍ୟ ଝିଅଙ୍କ ସହ ତାଙ୍କ ସ୍ବାମୀଙ୍କ ସମ୍ପର୍କ ଥିବା ସେ … Continue reading ଲାଇଭ୍ ଭିଡିଓ କରି ଆତ୍ମହତ୍ୟା କଲେ ସାମ୍ବାଦିକା