ଏଲନ ମସ୍କଙ୍କ ସହ ହାତ ମିଳାଇବେ ମୁକେଶ ଅମ୍ବାନୀ, ଭାରତରେ ନିର୍ମାଣ ହେବ ଟେସଲା କାର୍

ନୂଆଦିଲ୍ଲୀ : ଟେସଲା ଏବେ ଭାରତ ଆସିବା ନେଇ ଲଗାତର ଚର୍ଚ୍ଚା ଚାଲିଛି । ପୂର୍ବରୁ ଟେସଲାର ଏକ ଟିମ୍ ଭୂମି ସନ୍ଧାନରେ ଭାରତ ଆସିବା ସୂଚନା ସାମ୍ନାକୁ ଆସିଥିଲା । ଏହା ପରେ ଟେସଲା ଭାରତରେ ପ୍ରବେଶ କରିବା ୧୦୦ ପ୍ରତିଶତ ନିର୍ଦ୍ଧାରିତ ହୋଇସାରିଛି ବୋଲି ବୟାନ ଦେଇଥିଲେ ଟେସଲାର ପ୍ରତିଷ୍ଠାତା ଏଲନ ମସ୍କ । କୁହାଯାଉଛି କି ଟେସଲା କାରଖାନା ନିର୍ମାଣରେ ଏଲନ ମସ୍କ ଭାରତରେ ପ୍ରାୟ ୨ ଅରବ ଡଲାର ନିବେଶ କରିବେ … Continue reading ଏଲନ ମସ୍କଙ୍କ ସହ ହାତ ମିଳାଇବେ ମୁକେଶ ଅମ୍ବାନୀ, ଭାରତରେ ନିର୍ମାଣ ହେବ ଟେସଲା କାର୍