୪୭ କୋଟି ଗ୍ରାହକଙ୍କୁ ଖୁସି କଲା ଜିଓ; ମାତ୍ର ୫୧ ଟଙ୍କାରେ ଏକ ମାସ ପର୍ଯ୍ୟନ୍ତ ମିଳିବ ଅସୀମିତ ଡାଟା

ନୂଆଦିଲ୍ଲୀ : ପୁଣି ଥରେ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ଜିଓ। ୪୭୦ ମିଲିୟନରୁ ଅଧିକ ଉପଭୋକ୍ତା ଥିବା ଜିଓ ଏବେ ଏଭଳି ଏକ ରିଚାର୍ଜ ପ୍ଲାନ୍‌ ଆଣିଛି, ଏଥିରେ ଆପଣ କେବଳ ୫୧ ଟଙ୍କା ଖର୍ଚ୍ଚ କରି ଏକ ମାସ ପର୍ଯ୍ୟନ୍ତ ଅସୀମିତ ୫ଜି ଡାଟାର ସୁବିଧା ପାଇ ପାରିବେ। ଏହି ଅଫର୍‌ ସେମାନଙ୍କ ପାଇଁ ଖାସ୍‌ ଯେଉଁମାନେ ୫ଜି ସ୍ମାର୍ଟଫୋନ୍‌ ବ୍ୟବହାର ସହ ୫ଜି ନେଟ୍‌ୱର୍କ ଅଞ୍ଚଳରେ ରହୁଛନ୍ତି। ଜିଓର ଅଫିସିଆଲ ୱେବସାଇଟ୍‌ … Continue reading ୪୭ କୋଟି ଗ୍ରାହକଙ୍କୁ ଖୁସି କଲା ଜିଓ; ମାତ୍ର ୫୧ ଟଙ୍କାରେ ଏକ ମାସ ପର୍ଯ୍ୟନ୍ତ ମିଳିବ ଅସୀମିତ ଡାଟା