୩ ମାସ ପାଇଁ ଜିଓର ସବୁଠାରୁ ଶସ୍ତା ପ୍ଲାନ୍; କେବଳ ଏଥିରେ ଅନ୍ୟ କେଉଁଥିରେ ନୁହେଁ..

ନୂଆଦିଲ୍ଲୀ : ଜିଓ ନିକଟରେ ନିଜର ରିଚାର୍ଜ ପ୍ଲାନକୁ ମହଙ୍ଗା କରି ଦେଇଛି। ତେବେ ଏକ ଖାସ୍ ପ୍ଲାନ ବିଷୟରେ ଜାଣନ୍ତୁ ଯାହା ଶସ୍ତା। ଜିଓର ୩ ମାସ ସମୟ ସୀମା ପାଇଁ ସବୁଠାରୁ ଶସ୍ତା ରିଚାର୍ଜ। ଏହା ୮୪ ଦିନ ସମୟ ସୀମା ପର୍ଯ୍ୟନ୍ତ। ଜିଓର ଏହି ରିଚାର୍ଜ ପ୍ଲାନରେ ବ୍ୟବହାରକାରୀଙ୍କୁ ୮୪ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ କଲିଙ୍ଗ୍, ଯେଉଁଥିରେ ଲୋକାଲ୍ ଓ ଏସଟିଡି କଲିଙ୍ଗ୍ ଫାଇଦା ରହିଛି। ଜିଓର ଏହି ରିଚାର୍ଜ ପ୍ଲାନରେ ୬ … Continue reading ୩ ମାସ ପାଇଁ ଜିଓର ସବୁଠାରୁ ଶସ୍ତା ପ୍ଲାନ୍; କେବଳ ଏଥିରେ ଅନ୍ୟ କେଉଁଥିରେ ନୁହେଁ..