ଆସିଗଲା ନୂଆ ରିଚାର୍ଜ ପ୍ଲାନ୍‌; ଜାଣନ୍ତୁ ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆ ମଧ୍ୟରୁ କିଏ ଦେବ ସବୁଠାରୁ ଶସ୍ତା ପ୍ଲାନ୍‌..

ନୂଆଦିଲ୍ଲୀ : ଜିଓ, ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଇଡିଆ ଟ୍ରାଇର ନିର୍ଦ୍ଦେଶ ପରେ ନୂଆ ରିଚାର୍ଜ ପ୍ଲାନ୍‌କୁ ଲଞ୍ଚ କରିଛି । ଏହି ରିଚାର୍ଜ ପ୍ଲାନ୍‌ରେ କେବଳ କଲିଙ୍ଗ୍‌ ଓ ଏସଏମଏସ୍‌ର ସୁବିଧା ରହିଛି। ଟ୍ରାଇ ଟେଲିକମ୍‌ କମ୍ପାନୀ ଗୁଡିକୁ କେବଳ କଲିଙ୍ଗ୍‌ ଓ ଏସଏମ୍‌ଏସ ଥିବା ପ୍ଲାନ୍‌ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା । ସଂସ୍ଥା ଜଣାଇଥିଲା ଅନେକ ଉପଭୋକ୍ତା କେବଳ କଲିଙ୍ଗ୍‌ ଓ ଏସଏମଏସ୍‌ର ସେବା ବ୍ୟବହାର କରୁଛନ୍ତି । ଜିଓ, ଏୟାରଟେଲ୍‌ ଓ … Continue reading ଆସିଗଲା ନୂଆ ରିଚାର୍ଜ ପ୍ଲାନ୍‌; ଜାଣନ୍ତୁ ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆ ମଧ୍ୟରୁ କିଏ ଦେବ ସବୁଠାରୁ ଶସ୍ତା ପ୍ଲାନ୍‌..