ଉଖୁଣ୍ଡା ବନାଞ୍ଚଳରେ ତାଣ୍ଡବ ରଚିଲେ ହାତୀପଲ

ଝୁମ୍ପୁରା : ଚମ୍ପୁଆ ରେଞ୍ଜ ଉଖୁଣ୍ଡା ବନାଞ୍ଚଳରେ ସୋମବାର ରାତିରେ ହାତୀପଲ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଘରେ ରହିଥିବା ଧାନ ଚାଉଳ ଖାଇବା ସହିତ ଘରର ଆସବାବ ପତ୍ରକୁ ପାଦରେ ଦଳି ଚକଟି ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଉଖୁଣ୍ଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ୨୭ଟି ହାତୀ ରହିଛନ୍ତି। ସୋମବାର ଦିନ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଆଶ୍ରୟ ନେଇଥିଲେ। ଉଖୁଣ୍ଡା ବନାଞ୍ଚଳ ସମେତ ହାତୀ ପାରାଷ୍ଟାପ ମାନେ ହାତୀ ମାନଙ୍କ ଗତି … Continue reading ଉଖୁଣ୍ଡା ବନାଞ୍ଚଳରେ ତାଣ୍ଡବ ରଚିଲେ ହାତୀପଲ