ଥାଇଲାଣ୍ଡରେ ୧୦ ହଜାର ଫୁଟ ଉପରେ ଉଡିଲା ପ୍ରଭୁ ଶ୍ରୀରାମଙ୍କ ଧ୍ବଜା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏବେ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇଁ ଭିଡ ଲାଗୁଛି । ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଉଛନ୍ତି । ରାମଭକ୍ତ ପ୍ରଭୁ ଶ୍ରୀରାମଙ୍କର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏହି ତାଲିକାରେ ଏବେ ଜଣେ ପୂର୍ବତନ ନୌସେନା ଅଧିକାରୀ ଲେଫ୍ଟିନାଣ୍ଟ କମାଣ୍ଡର ରାଜକୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହାକୁ ଦେଖି ଆପଣଙ୍କ ମୁହଁରୁ ମଧ୍ୟ ବାହାରି ଆସିବ … Continue reading ଥାଇଲାଣ୍ଡରେ ୧୦ ହଜାର ଫୁଟ ଉପରେ ଉଡିଲା ପ୍ରଭୁ ଶ୍ରୀରାମଙ୍କ ଧ୍ବଜା, ଦେଖନ୍ତୁ ଭିଡିଓ…