ଦିଲ୍ଲୀ ଭଳି ହେବ କି ଜାମ୍ମୁ କାଶ୍ମୀର ଅବସ୍ଥା – ଉପରାଜ୍ୟପାଳଙ୍କ ଭୂମିକାକୁ ନେଇ ଚର୍ଚ୍ଚା

ଡେସ୍କ: ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ବୁଧବାର ଜାମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା। ତେବେ ଶପଥ ଗ୍ରହଣ ପୂର୍ବରୁ ଓମାର ଅବଦୁଲ୍ଲା କହିଛନ୍ତି ଯେ ସେ ଭାରତ ସରକାରଙ୍କ ସହଯୋଗରେ କାମ କରିବାକୁ ଆଗ୍ରହୀ କିନ୍ତୁ ଏକ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ହେବାର ନିଜସ୍ୱ ଆହ୍ୱାନ ରହିଛି। ଜିମ୍‌‌ରେ ଆହତ ହେଲେ ରକୁଲ ପ୍ରୀତ ସିଂହ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା … Continue reading ଦିଲ୍ଲୀ ଭଳି ହେବ କି ଜାମ୍ମୁ କାଶ୍ମୀର ଅବସ୍ଥା – ଉପରାଜ୍ୟପାଳଙ୍କ ଭୂମିକାକୁ ନେଇ ଚର୍ଚ୍ଚା