ବନ୍ୟାରେ ହାହାକାର.. ଯାଜପୁରର ୪୬ଟି ଗାଁ, ୧୪ ପଞ୍ଚାୟତ ଅଧିକ ପ୍ରଭାବିତ, ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଜିଲା ଯିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯାଜପୁର ଜିଲା ଗସ୍ତ ପୂର୍ବରୁ ରାଜସ୍ୱମନ୍ତ୍ରୀ କହିଛନ୍ତି, ଯାଜପୁରକୁ ଛାଡି ବାକି ସବୁ ଜିଲାରେ ସ୍ଥିତି ପ୍ରାୟ ସ୍ୱଭାବିକ ହେଲାଣି । ଯାଜପୁରରେ ଘାଇ ସୃଷ୍ଟି ହୋଇଛି । ୩୦ ରୁ ୪୦ ଗାଁ ପ୍ରଭାବିତ ହୋଇଛି । ପାଣି ଛାଡିଲେ ହିଁ ଘାଇ ମରାମତି ସମ୍ଭବ ବୋଲି ମନ୍ତ୍ରୀ କହିଛନ୍ତି । ୫ ହଜାରରୁ ଅଧିକ … Continue reading ବନ୍ୟାରେ ହାହାକାର.. ଯାଜପୁରର ୪୬ଟି ଗାଁ, ୧୪ ପଞ୍ଚାୟତ ଅଧିକ ପ୍ରଭାବିତ, ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ରାଜସ୍ୱ ମନ୍ତ୍ରୀ