ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ। ଯୁଦ୍ଧ ପରିସ୍ଥିିତି ମଧ୍ୟରେ ମାଲବାହୀ ଜାହାଜ ‘ଏମଏସସି ଏରିଜ୍‌‌’ ୧୭ଜଣ ଭାରତୀୟ କ୍ରୁ ମେମ୍ବରଙ୍କ ସୁରକ୍ଷା ଏବଂ ଶୀଘ୍ର ମୁକ୍ତ କରିବା ପାଇଁ ଭାରତ ସରକାର ଇରାନ ସହିତ ଲଗାତାର ଯୋଗାଯୋଗରେ ରହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌‌ ଜୟଶଙ୍କରଙ୍କ ଗୋଟିଏ ଫୋନ୍‌‌ କଲରେ ତତ୍ପର ହୋଇଛନ୍ତି ଇରାନ୍‌‌ ବୈଦେଶିକ ମନ୍ତ୍ରୀ। ଇରାନର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲାୟାନ୍‌‌ଙ୍କ ସହିତ ଫନୋରେ କଥାବର୍ତ୍ତା … Continue reading ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ