୧୪ କୋଟିର ସୁନା, ୫ ଲକ୍ଷ ନଗଦ ଟଙ୍କା; ୨୦ ମିନିଟ୍‌ରେ ବ୍ୟାଙ୍କ ଲୁଟି ଫେରାର୍‌

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଜବଲପୁରରେ ହେଲମେଟ୍‌ ପିନ୍ଧି ୫ ଜଣ ଲୁଟେରା ଏକ ଫାଇନାସ୍‌ ବ୍ୟାଙ୍କରୁ ୨୦ ମିନିଟରୁ କମ୍‌ ସମୟରେ ୧୪ କୋଟିରୁ ଅଧିକ ଟଙ୍କାର ୧୪.୮ କିଲୋଗ୍ରାମ୍‌ ସୁନା ଓ ୫ ଲକ୍ଷ ନଗଦ ଟଙ୍କା ଲୁଟ୍‌ କରିଛନ୍ତି । ଖିତୌଲା ଅଞ୍ଚଳରେ ସ୍ଥିତ ଏହି ଶାଖାରେ ସକାଳେ ବ୍ୟାଙ୍କ ଖୋଲିବା ସମୟରେ କେହି ସୁରକ୍ଷାଗାର୍ଡ ଉପସ୍ଥିତ ନଥିଲେ । ଜବଲପୁର ଗ୍ରାମୀଣ କ୍ଷେତ୍ରର ଅତିରିକ୍ତ ପୁଲିସଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଲୁଟେରା ଜିଲା … Continue reading ୧୪ କୋଟିର ସୁନା, ୫ ଲକ୍ଷ ନଗଦ ଟଙ୍କା; ୨୦ ମିନିଟ୍‌ରେ ବ୍ୟାଙ୍କ ଲୁଟି ଫେରାର୍‌