କମ୍ ଦାମରେ ଆସିଲା ନୂଆ ଇ-ସ୍କୁଟର, ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଆଉ ଏକ ଇ-ସ୍କୁଟର ଲଞ୍ଚ ହୋଇସାରିଛି । ଇ-ସ୍କୁଟର ନିର୍ମାଣ କରୁଥିବା ଦେଶୀ କମ୍ପାନୀ iVOOMi  ଭାରତୀୟ ବଜାରରେ ଆଉ ଏକ ଇଭି ଲଞ୍ଚ କରିଦେଇଛି । ଏହାର ନାଁ ରହିଛି ଏସଓ୍ବାନ୍ ଲାଇଟ୍ । ଏହା ପୂର୍ବରୁ କମ୍ପାନୀର ଆଉ ଏକ ଇ-ସ୍କୁଟର ଥିଲା ଯାହାକୁ ୧୦ ହଜାର ଲୋକ କିଣିଥିଲେ । ଏହି ଉପଲବ୍ଧି ପରେ କମ୍ପାନୀ ନିଜର ଦ୍ବିତୀୟ ଇ-ସ୍କୁଟର ନେଇଆସିଛି । କମ୍ପାନୀ ଏହି ସ୍କୁଟରରେ … Continue reading କମ୍ ଦାମରେ ଆସିଲା ନୂଆ ଇ-ସ୍କୁଟର, ଜାଣନ୍ତୁ ଫିଚର୍ସ