ଇସ୍ରୋର ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ – ୟୁଭିକା, ୨୦ରୁ ପଞ୍ଜିକରଣ

ଡେସ୍କ: ମହାକାଶ ବିଜ୍ଞାନ ଓ ଏହାର ଉଦୀୟମାନ ଧାରାରେ ଯୁବ ଛାତ୍ରଛାତ୍ରୀଙ୍କୁ ମହାକାଶ ପ୍ରଯୁକ୍ତିବିଦ୍ୟା, ମହାକାଶ ବିଜ୍ଞାନ ଏବଂ ମହାକାଶ ପ୍ରୟୋଗ ଉପରେ ମୌଳିକ ଜ୍ଞାନ ପ୍ରଦାନ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ “ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ” – ୟୁଭିକା ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛି। ଇସ୍ରୋ ପକ୍ଷରୁ ‘କ୍ୟାଚ୍ ଦେମ୍ ୟଙ୍ଗ୍’ ପାଇଁ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ … Continue reading ଇସ୍ରୋର ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ – ୟୁଭିକା, ୨୦ରୁ ପଞ୍ଜିକରଣ