ଆସୁଛି ଜଳ ପ୍ରଳୟ; ସାଟେଲାଇଟ୍‌‌ ଫଟୋରୁ ବଡ଼ ରହସ୍ୟ ଖୋଲିଲା ଇସ୍ରୋ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ବର୍ଷ ଧରି ହିମାଳୟ ଭାରତର ମୁକୁଟ ହୋଇ ରହିଛି। ଏହା ଭାରତର ପ୍ରାକୃତିକ ପ୍ରହରୀ ଓ ଜଳବାୟୁ ବିଭାଜନକାରୀ ମଧ୍ୟ। ସାଇବେରିଆରୁ ଆସୁଥିବା ଶୀତଳ ପବନକୁ ରୋକିବା ସହ ଭାରତରେ ଏକ ସ୍ୱତନ୍ତ୍ର ଜଳବାୟୁ ପ୍ରଣାଳୀ ସୃଷ୍ଟି କରିଥାଏ। କିନ୍ତୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ, ଖୁବଶୀଘ୍ର ଉତ୍ତରର ଏହି ମୁକୁଟ ତଥା ପ୍ରହରୀ ଦେଶରେ ପ୍ରଳୟ ସୃଷ୍ଟି କରିପାରେ। ବଡ଼ ବଡ଼ ଗ୍ଲେସିୟର୍‌‌ ଓ … Continue reading ଆସୁଛି ଜଳ ପ୍ରଳୟ; ସାଟେଲାଇଟ୍‌‌ ଫଟୋରୁ ବଡ଼ ରହସ୍ୟ ଖୋଲିଲା ଇସ୍ରୋ