ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଯୁଦ୍ଧର ସମ୍ଭାବନା
ନୂଆଦିଲ୍ଲୀ- ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଶ୍ୱରେ ଆଉ ଏକ ଯୁଦ୍ଧର ସମ୍ଭାବନା ଦେଖା ଦେଇଛି । ଇରାନ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛି । ହମାସ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ଇରାନ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପାଇଁ ନିଜ ସେନାକୁ ପ୍ରସ୍ତୁତ କରିଛି । ହାମାସ୍ ହେଉଛି ଇରାନ୍ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ । ଶୁକ୍ରବାରରେ ଇରାନ୍ ସୈନ୍ୟବାହିନୀର ଜଣେ ବରିଷ୍ଠ … Continue reading ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଯୁଦ୍ଧର ସମ୍ଭାବନା
Copy and paste this URL into your WordPress site to embed
Copy and paste this code into your site to embed