ନେତାନ୍ୟାହୁ ଯିବେ ଆମେରିକା, ଟ୍ରମ୍ପଙ୍କ ସହ ପୁଣି କରିବେ ଆଲୋଚନା, ହୋଇପାରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୭ ଜୁଲାଇରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହ୍ୱାଇଟ୍ ହାଉସରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସ୍ପଷ୍ଟତା ମିଳିଛି । ଗାଜାରେ ଯୁଦ୍ଧବିରତି ଏବଂ ବନ୍ଧକଙ୍କ ମୁକ୍ତି ପାଇଁ ଟ୍ରମ୍ପ ତାଙ୍କର ପ୍ରୟାସକୁ ଜାରି ରଖିଛନ୍ତି। ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିବା ପରେ ନେତାନ୍ୟାହୁଙ୍କ ହ୍ୱାଇଟ୍ ହାଉସକୁ ଏହା ତୃତୀୟ ଗସ୍ତ ହେବ। ଏହି ବୈଠକରେ ଗାଜାରେ ଯୁଦ୍ଧବିରତି ଏବଂ ଇରାନର ଆଞ୍ଚଳିକ କାର୍ଯ୍ୟକଳାପ … Continue reading ନେତାନ୍ୟାହୁ ଯିବେ ଆମେରିକା, ଟ୍ରମ୍ପଙ୍କ ସହ ପୁଣି କରିବେ ଆଲୋଚନା, ହୋଇପାରେ ବଡ ନିଷ୍ପତ୍ତି