ଇସ୍ରାଏଲ୍‌ର ଟାର୍ଗେଟରେ ଆୟାତୋଲ୍ଲା ଖାମ୍‌ନେଇ ? ଟ୍ରମ୍ପଙ୍କ ପରେ ଧମକାଇଲେ ନେତାନ୍ୟାହୁ

ନୂଆଦିଲ୍ଲୀ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଇସ୍ରାଏଲୀ ଆକ୍ରମଣରୁ କେହି ବି ସୁରକ୍ଷିତ ନୁହଁନ୍ତି ବୋଲି କହିଛନ୍ତି। ସେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମ୍‌ନେଇ ମଧ୍ୟ ଏକ ଟାର୍ଗେଟ ହୋଇ ପାରନ୍ତି । ଗୁରୁବାର ଇରାନ ଦ୍ୱାରା ଆକ୍ରମଣ ହୋଇଥିବା ଦକ୍ଷିଣ ଇସ୍ରାଏଲ ସହର ବେରଶେବାସ୍ଥିତ ସୋରୋକା ମେଡିକାଲ ସେଣ୍ଟର ପରିଦର୍ଶନ ସମୟରେ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି । ସେ ଆହୁରି କହିଛନ୍ତି, ସେ କହିବାରେ ନୁହେଁ ବରଂ … Continue reading ଇସ୍ରାଏଲ୍‌ର ଟାର୍ଗେଟରେ ଆୟାତୋଲ୍ଲା ଖାମ୍‌ନେଇ ? ଟ୍ରମ୍ପଙ୍କ ପରେ ଧମକାଇଲେ ନେତାନ୍ୟାହୁ