ଇସ୍ରାଏଲ୍‌ ଇରାନ୍ ଯୁଦ୍ଧରେ ଲମ୍ଫଦେଲା ବ୍ରିଟେନ୍‌- ଇରାନ୍‌ର ଡ୍ରୋନକୁ….

ଲଣ୍ଡନ- ଇରାନ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପରେ ଏବେ ଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ନେଇଛି । ଇସ୍ରାଏଲ୍‌ରେ ସମସ୍ତ ସ୍କୁଲ୍‌କୁ ବନ୍ଦ କରାଯାଇଛି । ଶନିବାର ରାତିରେ ଇରାନ୍‌ ଇସ୍ରାଏଲ୍‌ ଉପରେ ଶହ ଶହ ମିସାଇଲ୍‌ ମାଡ କରିଥିଲା । ମାତ୍ର ଇସ୍ରାଏଲ୍‌ର ଉନ୍ନତ ଏୟାର ଡିଫେନ୍ସ ସିଷ୍ଟମ ଯୋଗୁଁ ଏହାକୁ ଅନେକମାତ୍ରାରେ ପ୍ରତିହତ କରାଯାଇଥିଲା । ଏହି ଯୁଦ୍ଧରେ ଏବେ ଇସ୍ରାଏଲ୍‌କୁ  ବ୍ରିଟେନ୍‌ ଏୟାର ଡିଫେନ୍ସରେ ସହାୟତା କରିଛି । Related … Continue reading ଇସ୍ରାଏଲ୍‌ ଇରାନ୍ ଯୁଦ୍ଧରେ ଲମ୍ଫଦେଲା ବ୍ରିଟେନ୍‌- ଇରାନ୍‌ର ଡ୍ରୋନକୁ….