ସମଲିଙ୍ଗୀ ସମ୍ପର୍କ ହେଲା ଦଣ୍ଡନୀୟ – ଇରାକ ସଂସଦରେ ଆଇନ ପାରିତ
ଡେସ୍କ: ଇରାକର ସଂସଦରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଘୋଷଣା କରିବା ପାଇଁ ଏକ ଆଇନ ଗୃହୀତ ହୋଇଛି। ଏହି ଆଇନରେ ସମଲିଙ୍ଗୀ ସମ୍ପର୍କ ଉପରେ ସର୍ବାଧିକ ୧୫ ବର୍ଷ ଜେଲ୍ ଦଣ୍ଡାଦେଶ ଏବଂ ସମଲିଙ୍ଗୀ ସମ୍ପର୍କ କିମ୍ବା ବେଶ୍ୟାବୃତ୍ତିକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କୁ ଅତି କମରେ ୭ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ଜୈବିକ ଲିଙ୍ଗ କିମ୍ବା ପୋଷାକ ବଦଳାଇଲେ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବିଧାନ କରାଯାଇଛି। ଏହି ଆଇନକୁ … Continue reading ସମଲିଙ୍ଗୀ ସମ୍ପର୍କ ହେଲା ଦଣ୍ଡନୀୟ – ଇରାକ ସଂସଦରେ ଆଇନ ପାରିତ
Copy and paste this URL into your WordPress site to embed
Copy and paste this code into your site to embed