ଆଇପିଏଲ ଟି-୨୦ ଫାଇନାଲ: ଜାଣନ୍ତୁ, କେଉଁ ବର୍ଷ ଟାଇଟଲ ଜିତିଥିଲେ କେଉଁ ଦଳ
ଡେସ୍କ: ମଙ୍ଗଳବାର ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ଆଇପିଏଲ ଟି-୨୦ ଫାଇନାଲ ମ୍ୟାଚ। ରୟାଲ ଚ୍ୟଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିଅମରେ ମ୍ୟାଚ ଅନୁଷ୍ଠିତ ହେବ। ତେବେ ୨୦୦୮ରୁ ୨୦୨୪ ପର୍ଯ୍ୟନ୍ତ କେଉଁ ଦଳ ମଧ୍ୟରେ ଆଇପିଏଲ ଫାଇନାଲ ମ୍ୟାଚ ହୋଇଥିଲା ଓ କେଉଁ ଦଳ ଟାଇଟଲ ହାସଲ କରିଥିଲା, ଜାଣନ୍ତୁ… ୨୦୦୮ରୁ ୨୦୨୪ ପର୍ଯ୍ୟନ୍ତ ଆଇପିଏଲ ଫାଇନାଲ ମ୍ୟାଚ ଜିତିଥିବା ଦଳ ତାଲିକା … Continue reading ଆଇପିଏଲ ଟି-୨୦ ଫାଇନାଲ: ଜାଣନ୍ତୁ, କେଉଁ ବର୍ଷ ଟାଇଟଲ ଜିତିଥିଲେ କେଉଁ ଦଳ
Copy and paste this URL into your WordPress site to embed
Copy and paste this code into your site to embed