ହେତ୍‌ମେୟର ପ୍ରହାର – ପଞ୍ଜାବକୁ ହରାଇ ଶୀର୍ଷରେ ରାଜସ୍ଥାନ

ମୁଲାନ୍‌ପୁର: ଚଳିତ ଆଇପିଏଲ୍‌ରେ କ୍ରମାଗତ ୪ଟି ମ୍ୟାଚ୍‌ ଜିତିବା ପରେ ୫ମ ମ୍ୟାଚ୍‌ ହାରିଥିବା ରାଜସ୍ଥାନ ପୁଣି ବିଜୟଧାରାକୁ ଫେରିଛି। ଶନିବାର ପଞ୍ଜାବ କିଙ୍ଗ୍‌ସକୁ ୩ ୱିକେଟରେ ରାଜସ୍ଥାନ ପରାସ୍ତ କରିଛି। ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ଓ ଆଶୁତୋଷ ଶର୍ମାଙ୍କ ଉପଯୋଗୀ ଇନିଂସ ବଳ​‌େ​‌ର ପଞ୍ଜାବ କିଙ୍ଗ୍‌ସ ୮ ୱିକେଟରେ ୧୪୭ ରନ୍‌ କରି ପାରିଥିଲା। ପରେ ଯଶସ୍ବୀ ଜୟସୱାଲ ଏବଂ ସିମ୍ରନ୍ ହେତ୍‌ମେୟରଙ୍କ ଲଢ଼ୁଆ ଇନିଂସ ବଳରେ ଗୋଟିଏ ବଲ୍ ବାକିଥାଇ ୭ ୱିକେଟ ହରାଇ ରାଜସ୍ଥାନ … Continue reading ହେତ୍‌ମେୟର ପ୍ରହାର – ପଞ୍ଜାବକୁ ହରାଇ ଶୀର୍ଷରେ ରାଜସ୍ଥାନ