ଏହି କାରର ବହୁତ ଚାହିଦା, ବାଧ୍ୟ ହୋଇ ବୁକିଂ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ : ଟୋୟୋଟା କିର୍ଲୋସ୍କର ମୋଟର ଡିସେମ୍ବର ୨୦୨୨ରେ ଟୋୟୋଟା ଇନୋଭା ହାଇକ୍ରସର ବଜାର ପ୍ରବେଶ କରିଥିଲା । ସେବେଠୁ ଏହି ଗାଡି ବହୁତ ବିକ୍ରି ହେଉଛି ଏବଂ ଭାରତରେ ଏହାର ଚାହିଦା ବହୁତ ଅଧିକ । କମ୍ପାନୀ ଏପ୍ରିଲ ୨୦୨୩ରେ ସବୁଠାରୁ ଟପ୍ ମଡେଲ ଜେଡଏକ୍ସ ଏବଂ ଜେଡଏକ୍ସ(ଓ) ହାଇବ୍ରିଡ୍ ଭେରିଏଣ୍ଟର ବୁକିଂ ରୋକିଦେଇଥିଲା । ଏହାକୁ ପୁଣି ବର୍ଷେ ପରେ ଏପ୍ରିଲ ୨୦୨୪ରେ ଆରମ୍ଭ କରାଯାଇଥିଲା । ଏବେ ପୁଣି ଏକ ମାସ ପରେ … Continue reading ଏହି କାରର ବହୁତ ଚାହିଦା, ବାଧ୍ୟ ହୋଇ ବୁକିଂ ବନ୍ଦ କଲା କମ୍ପାନୀ