ରାସ୍ତା ମଝିରେ ଗାଡି ଥୋଇ ରିଲ୍ କରିବା ପଡିଲା ମହଙ୍ଗା, କଟିଲା ଏତେ ଟଙ୍କାର ଚାଲାଣ

ନୂଆଦିଲ୍ଲୀ : ଆଜିକାଲି ଯୁବପିଢି ସାମାଜିକ ଗଣମାଧ୍ୟମରେ ରିଲ୍ ପୋଷ୍ଟ କରିବା ପାଇଁ ନାନା ପ୍ରକାର କାରନାମା କରୁଛନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଯୁବକ ରିଲ୍ କରିବା ପାଇଁ ରାସ୍ତା ମଝିରେ ଗାଡି ଥୋଇ ଟ୍ରାଫିକ୍ ଜାମ୍ କରିଦେଇଛନ୍ତି । ଘଟଣାଟି ଦିଲ୍ଲୀ ପଶ୍ଚିମ ବିହାରର । ଏଠାରେ ଜଣେ ଯୁବକ ରିଲ୍ କରିବା ପାଇଁ ଓଭରବ୍ରିଜରେ ଗୋଲ୍ଡ-ପ୍ଲେଟେଡ୍ ଇସୁଜୁ ପିକଅପ୍ ଠିଆ କରି ଟ୍ରାଫିକ୍ ଜାମ୍ … Continue reading ରାସ୍ତା ମଝିରେ ଗାଡି ଥୋଇ ରିଲ୍ କରିବା ପଡିଲା ମହଙ୍ଗା, କଟିଲା ଏତେ ଟଙ୍କାର ଚାଲାଣ